Thursday, August 3, 2017

୨୦୨୦ ମସିହା ସୁଦ୍ଧା ସମସ୍ତ ଜିଲ୍ଲାରେ ମାଗଣାରେ ରକ୍ତବର୍ଗ ପରୀକ୍ଷା

☞ ଆଗାମୀ ୨୦୨୦ ମସିହା ସୁଦ୍ଧା ଓଡ଼ିଶାର ସମସ୍ତ ଜିଲ୍ଲାରେ ଥିବା ଅନାଥ ଆଶ୍ରମ/ସେବାଶ୍ରମ ଏବଂ ଦିବ୍ୟାଂଗ ସ୍କୁଲରେ ମାଗଣାରେ ରକ୍ତବର୍ଗ(BLOOD GROUP) ପରୀକ୍ଷା କରିବାର ପ୍ରୟାସ ଜାରି ରହିଛି !!!✎ ଆମେ ସେଇମାନଙ୍କ ପାଇଁ କାମ କରୁଥିଲୁ, କାମ କରିବୁ ଏବଂ କାମ କରୁଛୁ ମଧ୍ୟ . . .ଯେଉଁମାନେ ଆଗାମୀ ଭବିଷ୍ୟତନିଜ ନିଜର ପରିଚୟ ସ୍ରୁଷ୍ଟି କରି ସମାଜକୁ ନୂତନ ରୂପେ ଗଠନ କରିବେ!!!

ହେଲଥକେୟାର ମିଶନ୍ 
ସଭାପତି

No comments:

Post a Comment