Thursday, April 27, 2017

ସହୀଦ ଯବାନଙ୍କୁ ଶ୍ର୍ଧ୍ୟାଞଳି__________!!!

ଜଳେଶ୍ବର,୨୫।୪ ଛତିଶଗଡ଼ ରାଜ୍ୟର ସୁକୁମାରେ ମାଓବାଦୀଙ୍କ ଆକ୍ରମଣରେ ସୋମବାର ୨୫ ଜଣ ସିଆରପିଏଫ୍ ଜବାନ ସହିଦ ହୋଇଥିବା ଘଟଣାକୁ ନେଇ ହେଲଥକେୟାର ମିଶନ୍ ତରଫରୁ ଶ୍ରୀଦ୍ଧାଞ୍ୟଳୀ ଦିଆଯାଇଛି !ମିଶନ୍ ର ସଭାପତି ସାନୁ କୁମାର ଶାସମଲ ସହିତ ସଞ୍ଜୟ ଖୁଣ୍ଟିଆ,ରାଜେଶ୍ କୁମାର ଶାସମଲ,ତାପସ କବି,ଅମୀୟ ଜେନା,ଜେନା,ବିସ୍ମୟ ଦାଶ ପ୍ରମୁଖ ଉପସ୍ଥିତିରେ କ୍ୟାଣ୍ଡେଲ୍ ଶୋଭାୟାତ୍ରା କରିଥିଲେ!!

No comments:

Post a Comment